ନାଗ କନ୍ୟକା Nāga kanyakā

  • ସଂ. ବି. — ପୁରାଣୋକ୍ତ ପାତାଳ ପୁରବାସୀ ନାଗଜାତିର କନ୍ୟା — A virgin or girl of the mythological Nāga tribe inhabiting the nether world
  • ସଂ. ବି. — [ଦ୍ର—ମନ୍ଦିରାଦିରେ ଅଙ୍କିତ ବା ଖୋଦିତ ଚିତ୍ରରେ ଏମାନଙ୍କର କଟି ଠାରୁ ଉପର ଅଙ୍ଗମାନ ମନୁଷ୍ୟ ପରି ଓ ନିମ୍ନ ଅଙ୍ଗ ସର୍ପ ପରି ଗୋଟିଏ ଲାଞ୍ଜଯୁକ୍ତ ହୋଇ ଖୋଦିତ ବା ଚିତ୍ରିତ ହେବାର ଦେଖାଯାଏ।]