ନାଖୁ(ଖୋ)ଦା Nākhu(kho) dā
- ଦେ. ବି.—(ଫା. ନାଖୁଦା; ନାଖୋଦା=ଜାହାଜର ଅଧ୍ୟକ୍ଷ) — ବୋଇତିଆଳ; ଜାହାଜ ବା ବଡ଼ ବୋଇତର ଅଧ୍ୟକ୍ଷ ବା ସ୍ୱାମୀ — The owner or captain of a trading ship or boat; supercargo
- ଦେ. ବି.—(ଫା. ନାଖୁଦା; ନାଖୋଦା=ଜାହାଜର ଅଧ୍ୟକ୍ଷ) — ବିଦେଶାଗତ (ବିଶେଷତଃ ବମ୍ବେଇ ଅଞ୍ଚଳର) ଯେଉଁ ମୁସଲମାନ୍ ମହାଜନମାନେ ଆମ ଦେଶକୁ ଆସି ବହୁ ପରିମାଣରେ ଶସ୍ୟାଦି କିଣି ବିଦେଶକୁ ଜାହାଜ ଆଦିରେ ରପ୍ତାନି କରନ୍ତି — A generic name for big Mahomedan export-merchants (shailing from Bombay and dealing with vast quantities of grain for export)