ନାଖମୁଦ Nākhamuda

  • ଦେ. ବି. (ସଂ. ଲାକ୍ଷା+ ମୁଦ୍ରଣ) — ଜଉ ମୁଦ — Sealing with shell lac or wax
  • ଦେ. ବି. — ଜଉ ଦ୍ୱାରା ମୁଦା ଯାଇଥିବା (ପତ୍ରାଦି) — Sealed with wax or lac