ନାକ୍ଷତ୍ରିକ Nākshatrika

  • ସଂ. ବିଣ. (ନକ୍ଷତ୍ର+ ଇକ) — ନକ୍ଷତ୍ରସମ୍ବନ୍ଧୀୟ — Astral; stellar; pertaining to a star; sidereal
  • ସଂ. ବିଣ. (ନକ୍ଷତ୍ର+ ଇକ) — (ଜ୍ୟୋତିଷ) ନକ୍ଷତ୍ରର ଗତିଦ୍ୱାରା ପରିମିତ — (astronomy) Measured by the apparent motion of a star or stars
  • ସଂ. ବି. — ନାକ୍ଷତ୍ରିକ ମାସ (ହି. ଶବ୍ଦସାଗର) (ଦେଖ) — Nākshatrika māsa (See)