ନାକ୍ଷତ୍ରିକୀ ଦଶା Nākshatrikī daṡā

  • ସଂ. ବି. (ଫଳିତ ଜ୍ୟୋତିଷ) — ନାକ୍ଷତ୍ରିକ ଗଣନା ଅନୁସାରେ ମନୁଷ୍ୟର ଘଟିବା ଅବସ୍ଥା — (astrology) A man's condition of life due to astral influence