ନାକାବନ୍ଦି Nākābandi

  • ଦେ. ବି.—(ସମ୍ବଲପୁର)—(ତୁଳ. ଏହି ଅର୍ଥରେ ହି. ଏହି ଶବ୍ଦ) — ସହରର ପ୍ରବେଶଦ୍ୱାରମାନଙ୍କର ଅବରୋଧ — The closing of the gateways of a town
  • ଦେ. ବି.—(ସମ୍ବଲପୁର)—(ତୁଳ. ଏହି ଅର୍ଥରେ ହି. ଏହି ଶବ୍ଦ) — ନଗରର ଫାଟକ ଆଦିର ପ୍ରହରୀମାନଙ୍କଦ୍ୱାରା ପ୍ରହରା — The watching of the town-gates or turnpike gates by sentries
  • ଦେ. ବି.—(ସମ୍ବଲପୁର)—(ତୁଳ. ଏହି ଅର୍ଥରେ ହି. ଏହି ଶବ୍ଦ) — ନଗରର ଫାଟକ ଜଗିବା ସିପାହି — A sently or guard-posted at a town-gate
  • ଦେ. ବି.—(ସମ୍ବଲପୁର)—(ତୁଳ. ଏହି ଅର୍ଥରେ ହି. ଏହି ଶବ୍ଦ) — କନିଷ୍ଟବଳ; ପହରାବାଲା — Constable; watchman; sentry