ନାକାନ୍ତ Nākānta
- ଦେ. ବିଣ—(ଅ. ନାକାଲ=ଆଦର୍ଶ ଦଣ୍ଡ—ଜ୍ଞାନେନ୍ଦ୍ର) — ନାକେଦମ୍; ଆକ୍ରାନ୍ତ — Overpowered
- ଦେ. ବିଣ—(ଅ. ନାକାଲ=ଆଦର୍ଶ ଦଣ୍ଡ—ଜ୍ଞାନେନ୍ଦ୍ର) — ଅତି କ୍ଳାନ୍ତ — Fatigued; overtired
- ଦେ. ବିଣ—(ଅ. ନାକାଲ=ଆଦର୍ଶ ଦଣ୍ଡ—ଜ୍ଞାନେନ୍ଦ୍ର) — ଅତି ବିରକ୍ତ; ହଇରାଣ — Harassed; pestered