ନାକଲାମ୍ Nākalām
- ଦେ. କ୍ରି. ବିଣ.—(ଫା. ନାହକ୍; ଉର୍ଦ୍ଦୁ. ନାକଲାମ୍) — ବୃଥା ଅକାରଣରେ — In vain; uselessly; without any reason
- ଦେ. କ୍ରି. ବିଣ.—(ଫା. ନାହକ୍; ଉର୍ଦ୍ଦୁ. ନାକଲାମ୍) — (ଯଥା—ମତେ ହାକିମ ନାକଲାମ୍ 3 ଦିନ ହେଲା ନିକମା କରାଇ ଦେଲେ।) — (ଯଥା—ମତେ ହାକିମ ନାକଲାମ୍3ଦିନ ହେଲା ନିକମା କରାଇ ଦେଲେ)