ନାକରେ ହାତ ଦେବା Nākare hāta debā

  • ଦେ. କ୍ରି — ନାକ ପୁଡ଼ାକୁ ଆଙ୍ଗୁଠିରେ ବନ୍ଦ କରି କୌଣସି ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧକୁ ନାକ ମଧ୍ୟରେ ପ୍ରବେଶ କରାଇ ନ ଦେବା — To put the fingers on one's nose to put out any bad smell
  • ଦେ. କ୍ରି — ଘୃଣା କରିବା — To hate