ନାକଦମ୍ Nākadam
- ଦେ. ବି. (ଓ, ବାକ+ଫା. ଦମ୍=ନିଶ୍ୱାସ; ନାକରେ ନିଶ୍ୱାସ ବହିବା ଅବସ୍ଥା) — ଯୁଗବୁଡ଼ ଅବସ୍ଥା; ଅତି ଆକ୍ରାନ୍ତ ଅବସ୍ଥା — Overpowered condition; the state of being cornered
- ଦେ. ବି. (ଓ, ବାକ+ଫା. ଦମ୍=ନିଶ୍ୱାସ; ନାକରେ ନିଶ୍ୱାସ ବହିବା ଅବସ୍ଥା) — ବେଦମ୍ ଅବସ୍ଥା — The state of being out of breath
- ଦେ. ବି. (ଓ, ବାକ+ଫା. ଦମ୍=ନିଶ୍ୱାସ; ନାକରେ ନିଶ୍ୱାସ ବହିବା ଅବସ୍ଥା) — ହଇରାଣିଆ ଅବସ୍ଥା — The state of being put to much trouble
- ଦେ. ବିଣ ଓ କ୍ରି. ବିଣ — ଅତ୍ୟନ୍ତ ଆକ୍ରାନ୍ତ — Overpowered
- ଦେ. ବିଣ ଓ କ୍ରି. ବିଣ — ବେଦମ୍ — Out of breath; at the last gasp
- ଦେ. ବିଣ ଓ କ୍ରି. ବିଣ — ଅତ୍ୟନ୍ତ କ୍ଳାନ୍ତ — Fatigued; spent up
- ଦେ. ବିଣ ଓ କ୍ରି. ବିଣ — ହଇରାଣ — Put to much trouble or botheration