ନାକଛିଣ୍ଡୀ Nākachhiṇḍī

  • ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀର ନାସିକାରେ ପୁଡ଼ାରେ କରା ଯାଇଥିବା ରନ୍ଧ୍ର ଯୋଗୁଁ ନାକପୁଡ଼ାର ଆବରଣ ଛିଣ୍ଡି ଯାଇଥାଏ — (a woman) Who has the wall of her nostril lacerated at the bore
  • ଦେ. ବିଣ. ସ୍ତ୍ରୀ — [ଦ୍ର—ଦେଖାଯାଏ ଯେ କେତେକ ସ୍ତ୍ରୀଲୋକଙ୍କ ନାକରେ କରାଯାଇ ଥିବା ଫୋଡ଼ରେ ପିନ୍ଧାଥିବା ଲୋଥ, ଗୁଣା, ବସୁଣୀ ଆଦି ଏପରି ଭାରି ହୋଇଯାଏ ଯେ ତାହା ଫୋଡ଼କୁ ବିସ୍ତୃତ କରି ସେମାନଙ୍କ ନାକପୁଡ଼ାକୁ ଛିଣ୍ଡାଇ ପକାଏ।]