ନାକ ମାଛି Nāka māchhi
- ଦେ. ବି. — ମାଛି ପରି ଆକାର ବିଶିଷ୍ଟ ନାଡ଼ ବା ଖିଲଯୁକ୍ତ ଅଳଙ୍କାରବିଶେଷ — A nose tip
- ଦେ. ବି. — [ଦ୍ର—ଏହା ନାକ ପୁଡ଼ାରେ ପିନ୍ଧାଯାଏ। ଏଥିର ନିମ୍ନରେ ଗୋଟିଏ ଖିଲ ବା ନଡ଼ା ଥାଏ, ତାହା ନାକର ଫୋଡ଼ା ହୋଇଥିବା ରନ୍ଧ୍ରରେ ପୂରାଯାଏ। ଏଥିର ଅଗ୍ର ଭାଗରେ ମାଛି, ପାନ, ଫୁଲକଢ଼ି, ଲବଙ୍ଗ ଆଦି ଆକାରର ଗୋଟିଏ ଛତ୍ରାକୃତି ଧାତୁ ବା ମଣି ଥାଏ, ତାହା ନାକ ପୁଡ଼ାରେ ରହେ; ବେସର ଫୁଲ ଅପେକ୍ଷା ବଡ଼।]