ନାକ ବକୁଳି Nāka bakuḻi

  • ଦେ. ବି (ସଂ. ନାସିକା+ ବଳ୍କଳ) — ନାକ ଭିତରୁ ଛାଡ଼ୁ— ଥିବା ଶୁଖିଲା ଶିଂଘାଣି ଆଦିର ଖୋଳି — Thin dry layers of mucus which settle and then peel off from inside the nostrils