ନାକ ଫୋଡ଼ା Nāka phoṟḍ̠ā

  • ଦେ. ବିଣ. ପୁଂ — ଯାହାର ନାକପୁଡ଼ାରେ ବା ନାକ— ଦଣ୍ଡିରେ ଛିଦ୍ର କରାଯାଇ ଥାଏ; ନାସାବିନ୍ଧା — One whose nose has been bored through
  • ଦେ. ବିଣ. ପୁଂ — ଦେଖୁଛୁ ନାକଫୋଡ଼ା, ପଚାରୁଛି ଅପର୍ତ୍ତିଆଣୀ—ଢଗ।
  • ଦେ. ବିଣ. ପୁଂ — [ଦ୍ର—ଗୁଣା ଆଦି ପିନ୍ଧିବା ପାଇଁ ସ୍ତ୍ରୀ ଲୋକଙ୍କ ନାକ ଫୋଡ଼ା ଯାଏ। ଅପର୍ତ୍ତିଆଣୀଙ୍କ ନାକ ମଧ୍ୟ ଫୋଡ଼ା ହୁଏ। ବଳଦ ଓ ମଇଁଷିଙ୍କ ନାକ ଫୋଡ଼ା ଯାଇ ତହିଁରେ ଦଉଡ଼ି ଗଳା ଯାଏ।]
  • ଦେ. ବି. — ଅଳଙ୍କାର ପିନ୍ଧିବା ପାଇଁ ନାକପୁଡ଼ା ବା ନାକ ଦଣ୍ଡିରେ ଛିଦ୍ର କରଣ — Boring of the nose
  • ଦେ. ବି. — (ପୁଂ) ଅପର୍ତ୍ତିଆଣୀଙ୍କ ନାମ — A name given to Aparttiāṇi boys