ନାକ ଫୁଲାଈ Nāka phulāī

  • ଦେ. ବିଣ — କ୍ରୋଧାନ୍ୱିତା ବା ରାଗୋଈ (ସ୍ତ୍ରୀ); ଚିଡ଼ଲ ସ୍ୱଭାବବିଶିଷ୍ଟା; କ୍ରୋଧନା — Irritable (woman)
  • ଦେ. ବିଣ — ନାକ ଛିଞ୍ଚାଡ଼ୀ (ସ୍ତ୍ରୀ) — Sneering (woman)