ନାକ ପୋଛିବାକୁ ସମୟ ନ ଥିବା(ହେବା) Nāka pochhibāku samaya na thibā(heba)

  • ଦେ. ବି. — କାର୍ଯ୍ୟର ଜଞ୍ଜା— ଳରେ ଅତ୍ୟନ୍ତ ବ୍ୟତିବ୍ୟସ୍ତ ଥିବା ଯୋଗୁଁ ଅନ୍ୟ ବିଷୟ— ମାନଙ୍କ ପ୍ରତି ମନ ଦେବାକୁ ସମୟ ନ ମିଳିବା; କାର୍ଯ୍ୟର ଭିଡ଼ ଯୋଗୁଁ ଅବସରର ଅଭାବ — There being no liesure even to cleanse one's nostrils; want of even a little leisure