ନାକ ଦଣ୍ଡା Nāka daṇḍā

  • ଦେ. ବି — ନାସିକାର ପୃଷ୍ଠଦେଶ; ଭ୍ରୁ ମଧ୍ୟରୁ ନାସାଗ୍ର ପର୍ଯ୍ୟନ୍ତ ଲମ୍ବ ଅଂଶ — The back or bridge of the nose
  • ଦେ. ବି — ରୋଗୀର ସର୍ବାଙ୍ଗ ସ୍ଥାନେ ସ୍ଥାନେ ଫୁଲିଅଛି; ନାକଦଣ୍ଡା ଫାଟିଯାଇ ରକ୍ତ ବହୁଅଛି—ଫକୀରମୋହନ ଛମାଣ ଆଠଗୁଣ୍ଠ।