ନାକ ଟାଉଁ ଟାଉଁ Nāka ṭāuñ ṭāuñ

  • ଦେ. ବି — ନାକ ଛିଞ୍ଚାଡ଼ିବା; ନାସିକା କୁଞ୍ଜନ — Sniffing with derision
  • ଦେ. ବି — ତୁଚ୍ଛାକୁ ଏତେ ! ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ପିତ୍ତଳ ଗୁଣାରେ ନାକ ଟାଉଁ ଟାଉଁ ସୁନା ଗୁଣା ଥିଲେ ହୁଅନ୍ତୁ କେତେ—ଢଗ।
  • ଦେ. ବି — କ୍ରୋଧରେ ନାକ ଫୁଲାଇବା — Swelling of the nostrils with rage