ନାକ ଛିଞ୍ଚଡ଼ା Nāka chhin̄chaṟḍ̠ā
- ଦେ. ବି — ଘୃଣାରେ ନାକ ଦ୍ୱାରା ଉପର୍ଯ୍ୟୁପରି ଶବ୍ଦ କରିବା — Sniffing with the nose to indicate derision; sneering
- ଦେ. ବିଣ. ପୁଂ — ଯେଉଁ ପୁରୁଷ ସାମାନ୍ୟ କଥାରେ ନାକ ଟାଉଁ ଟାଉଁ କରେ; ଅତି କ୍ରୋଧନସ୍ୱଭାବ (ବ୍ୟକ୍ତି) — Given to sniffing with the nose or sneering at slight thing