ନାକ କାଟିବା Nāka kāṭibā

  • ଦେ. କ୍ରି — (ଲକ୍ଷଣାର୍ଥ) ପ୍ରକାଶ୍ୟରେ ଅପମାନିତ କରିବା — To insult publicly
  • ଦେ. କ୍ରି — ମୁଁ ଯଦି ଏ କାମ ନ କରିପାରେଁ, ମୋ ନାକ କାଟିଦେବ—ଫକୀରମୋହନ. ଛମାଣଆଠଗୁଣ୍ଠ।