ନାଉଡ଼ି(ରି) Nāuṟḍ̠i(ri)
- ଦେ. ବି. (ସଂ. ନାବିକ) — ନାବିକ; ନୌକାବାହୀ; ନୌକା— ଚାଳକ — Boatman; sailor
- ଦେ. ବି. (ସଂ. ନାବିକ) — ଯେରୂପରେ ନାବଟି ନାଉଡ଼ିଆ ବିନା, ସେ ରୂପେ ସେନାପତି ହୀନ ହେଲେ ସେନା। କୃଷ୍ଟସିଂହ, ମହାଭାରତ. ଭୀଷ୍ମ।
- ଦେ. ବି. (ସଂ. ନାବିକ) — [ଦ୍ର—ପୂର୍ବେ ବାଲେଶ୍ୱରରେ ଜାହାଜ ଚଳୁଥିବା ସମୟରେ ନାଉଡ଼ିଆ ମାନଙ୍କ ବ୍ୟବହୃତ କେତେକ ଶବ୍ଦ
- ଦେ. ବି. (ସଂ. ନାବିକ) — ଘୋଣ୍—ଉପର; ଗାହିମ ଡଲେଇ—ଉତ୍ତର ପୂର୍ବ; ଦମାନ୍—ତଳ; ବେଗଣିଆ ପିଛାଡ଼ି—ଉତ୍ତର ପଶ୍ଚିମ; ଗାହି—ଉତ୍ତର; ଦକ୍ଷିଣ ପିଛାଡ଼ି—ଦକ୍ଷିଣ ପଶ୍ଚିମ; ଡହରା—ପୂର୍ବ; ଦକ୍ଷିଣ ଡହରା—ଦକ୍ଷିଣ ପୂର୍ବ; ସୋଇଲ୍—ଦକ୍ଷିଣ; ଉଜା—ଡାହାଣ; ପିଛାଡ଼ି—ପଶ୍ଚିମ; ଡାହୁ—ବାମ;]