ନାଉକେଶ୍ୱର Nāukeṡwara

  • ଦେ. ବି. (ସଂ. ନୌକେଶ୍ୱର; ବା ଅଲାବୁକେଶ୍ୱର) — ପୁରୁଷୋତ୍ତମ କ୍ଷେତ୍ରର ଶିବଲିଙ୍ଗ ବିଶେଷ — Name of an image of Ṡiba of Puri
  • ଦେ. ବି. (ସଂ. ନୌକେଶ୍ୱର; ବା ଅଲାବୁକେଶ୍ୱର) — ଭୁବନେଶ୍ୱରର ଶିବଲିଙ୍ଗବିଶେଷ — Name of a Ṡiba Liṅga of Bhubaneṡwara