ନାଇ ମୁଣ୍ଡା Nāi muṇḍā

  • ଦେ. ବି — ନାହିମୁଣ୍ଡା; ନାଭିର ଚତୁଃପାର୍ଶ୍ୱସ୍ଥ ଅଂଶ — The portion of the body surrounding the navel
  • ଦେ. ବି — ନାଭିକୂପ — The depression in the middle of the navel