ନାଆଁ (ଇତ୍ୟାଦି) Nā-āñ (etc)

  • ଦେ. ବି. (ସଂ. ନାମନ୍ ତୁଳ ଫା, ନାମ୍ ଇଂ ନେମ; ଲା ନୋମେନ୍; ଫ୍ରେ ନମ୍) — ନା ଇତ୍ୟାଦି (ଦେଖ) — Nāñ etc (See)
  • ଦେ. ବି. (ସଂ. ନାମନ୍ ତୁଳ ଫା, ନାମ୍ ଇଂ ନେମ; ଲା ନୋମେନ୍; ଫ୍ରେ ନମ୍) — ଉଲ୍ଲେଖ — Mention
  • ଦେ. ବି. (ସଂ. ନାମନ୍ ତୁଳ ଫା, ନାମ୍ ଇଂ ନେମ; ଲା ନୋମେନ୍; ଫ୍ରେ ନମ୍) — ସୁଯଶ; ସୁନାମ — Good reputation; good name
  • ଦେ. ବି. (ସଂ. ନାମନ୍ ତୁଳ ଫା, ନାମ୍ ଇଂ ନେମ; ଲା ନୋମେନ୍; ଫ୍ରେ ନମ୍) — କଳଙ୍କ; ଦୁର୍ନାମ — Eil repute; notoriety
  • ଦେ. ବି. (ସଂ. ନାମନ୍ ତୁଳ ଫା, ନାମ୍ ଇଂ ନେମ; ଲା ନୋମେନ୍; ଫ୍ରେ ନମ୍) — ପ୍ରହେଳିକା ବା କୌତୁକ ପ୍ରଶ୍ନ — A riddle
  • ଦେ. ବି. (ସଂ. ନାମନ୍ ତୁଳ ଫା, ନାମ୍ ଇଂ ନେମ; ଲା ନୋମେନ୍; ଫ୍ରେ ନମ୍) — ଟିକି ଟିକି କଣ୍ଟା କପୁରର ବାସ ଏ ନାଆଁଟି କହିଦେଲେ ବଳରାମଦାସ। ପ୍ରହେଳିବା।
  • ଦେ. ବି. (ସଂ. ନାମନ୍ ତୁଳ ଫା, ନାମ୍ ଇଂ ନେମ; ଲା ନୋମେନ୍; ଫ୍ରେ ନମ୍) — ଖ୍ୟାତି — Reputation; celibrity
  • ଦେ. ବି. (ସଂ. ନାମନ୍ ତୁଳ ଫା, ନାମ୍ ଇଂ ନେମ; ଲା ନୋମେନ୍; ଫ୍ରେ ନମ୍) — [ଦ୍ର—ନାଆଁ ଶବ୍ଦଯୁକ୍ତ ପଦମାନଙ୍କ ପାଇଁ ନାଁ ଓ ନାମ ପରେ ଦେଖ।]