ନାଁ ଲେଖିବା Nāñ lekhibā

  • ଦେ. କ୍ରି — କୌଣସି ବ୍ୟକ୍ତିର ନାମକୁ ତାଲିକା— ଭୁକ୍ତ କରିବା — 1. To enlist a person; to Enter a person's name
  • ଦେ. କ୍ରି — କୌଣସି ଛାତ୍ରର ନାମକୁ ବିଦ୍ୟାଳୟର ରେଜିଷ୍ଟରି— ଭୁକ୍ତ କରିବା — To admit a boy into a school
  • ଦେ. କ୍ରି — ନିଜର ନାମ ସ୍ୱୟଂ ଦସ୍ତଖତ୍ କରିବା — To sign one's name