ନାଁ ରଖିବା Nāñ rakhibā
- ଦେ. କ୍ରି — କୌଣସି ବସ୍ତୁ ବା ବ୍ୟକ୍ତିର ନାମକରଣ କରିବା — To give a name to a person or thing
- ଦେ. କ୍ରି — ନିଜର ସୁକାର୍ଯ୍ୟ ଦ୍ୱାରା ପୂର୍ବ ପୁରୁଷଙ୍କ ଯଶକୁ ବଜାୟ ରଖିବା — To maintain the reputation of one's ancestors by one's good action
- ଦେ. କ୍ରି — ଦୂର ଭବିଷ୍ୟତ ପର୍ଯ୍ୟନ୍ତ ନିଜର ଖ୍ୟାତି ରହିବା ଭଳି କାମ କରିବା — To leave a good name for the future