ନାଁ ପଡ଼ିବା Nāñ paṟḍ̠ibā
- ଦେ. ବି — କୌଣସି ବ୍ୟକ୍ତିର ସୁଖ୍ୟାତି ରଟନା ହେବା — The spreading of one's reputation
- ଦେ. ବି — ସଚ୍ଚରିତ୍ରତା ଯୋଗୁଁ ସବୁଠାରେ ତୁମ୍ଭର ନାଁ ପଡ଼ୁଅଛି। ରାଧାନାଥ. ବିବେକୀ।
- ଦେ. ବି — କଳଙ୍କ ବା ଅପଯଶର ରଟନା ହେବା — The spreading of one's evil repute; notoriety
- ଦେ. ବି — ଦେଉଳ ତୋଳେଇଲେ ନାଁ ପଡ଼େ, ବାଟରେ ହଗିଲେ ନାଁ ପଡ଼େ। ଢଗ।