ନାଁ ପକେଇବା Nāñ pakā(ke)ibā

  • ଦେ. କ୍ରି — ସୁଯଶ ଲୋପ ହେବା ଭଳି କର୍ମ କରିବା; କୁକର୍ମ ଦ୍ୱାରା ଆପଣାର ବା ପିତୃପିତାମହଙ୍କ ସୁଯଶରେ କଳଙ୍କ ଲଗାଇବା — To sully one's good name or reputation by doing some evil deed or omiting to do a good act