ନାଁ ଦେବା Nāñ debā
- ଦେ. କ୍ରି — ଶିଶୁର ନାମକରଣ କରିବା — To baptise an infant; to give a name to an infant
- ଦେ. କ୍ରି — ପ୍ରହେଳିକା ପ୍ରଶ୍ନ କରିବା — To put a riddle to a person
- ଦେ. କ୍ରି — କୌଣସି ବ୍ୟକ୍ତିର ବା ବସ୍ତୁର ପରିଚୟ ପାଇଁ ତାକୁ ଗୋଟିଏ ସ୍ୱତନ୍ତ୍ର ନାମ ଦେବା — To call a person or thing by a certain name for identification