ନାଁ ଗନ୍ଧ Nāñ gandha

  • ଦେ. ବି. (ସଂ. ନାମ ଓ ଗନ୍ଧ) — ସାମାନ୍ୟ ମାତ୍ର ସମ୍ପର୍କ — Slightest connection
  • ଦେ. ବି. (ସଂ. ନାମ ଓ ଗନ୍ଧ) — ନାମ ମାତ୍ର ଉଲ୍ଲେଖ କରିବା— ସୂଚନା — Slight mention of a matter; slight indication only