ନାଁ କାଟିଦେବା Nāñ kāṭidebā
- ଦେ. କ୍ରି — କୌଣସି ବିଦ୍ୟାଳୟର ରେଜିଷ୍ଟରିରୁ କୌଣସି ଛାତ୍ରର ନାମ କର୍ତ୍ତନ କରିବା — To strike off the name of a student from the roll of a school
- ଦେ. କ୍ରି — କୌଣସି ତାଲିକାରୁ କୌଣସି ବ୍ୟକ୍ତିର ନାମ କାଟି— ଦେବା — To strike off the name of a person from a list