ନାଁ କରିବା Nāñ karibā

  • ଦେ. କ୍ରି — ଆପଣାର ସୁଯଶଃର ବିସ୍ତାର ହେବାଭଳି ଭଲ କାର୍ଯ୍ୟ କରିବା — To gain reputation as the result of one's good acts
  • ଦେ. କ୍ରି — ଦେଶରେ ବିଖ୍ୟାତ ହେବା — To become famous
  • ଦେ. କ୍ରି — (ଯଥା—୰ହରିବଲ୍ଲଭ ବାବୁ କଟକରେ ଓକିଲାତି କରି ଭାରି ଗୋଟାଏ ନାଁ କରିଥିଲେ।)
  • ଦେ. କ୍ରି — କୌଣସି ବ୍ୟକ୍ତି ବା ସ୍ଥାନ ଆଦିର ନାମ ଉଚ୍ଚାରଣ କରିବା — To name a person or place
  • ଦେ. କ୍ରି — (ଯଥା—ପୃଥିବୀର 3 ଜଣ ବିଖ୍ୟାତ ବ୍ୟକ୍ତିଙ୍କ ନାମ କର।) — (ଯଥା—ପୃଥିବୀର3ଜଣ ବିଖ୍ୟାତ ବ୍ୟକ୍ତିଙ୍କ ନାମ କର)
  • ଦେ. କ୍ରି — ନାହିଁ କରିବା — To deny; to negetive