ନାଁ ଉଠା(ଠେ)ଇବା Nāñ uṭhā(ṭhe)ibā

  • ଦେ. କ୍ରି. — ଖବରକାଗଜ ଆଦିରେ କୌଣସି ବ୍ୟକ୍ତିର ନାମ ଛାପିବା — To publish the name of a person in newspapers
  • ଦେ. କ୍ରି. — ଶୁର୍ତୀ ଆଦିରେ କୌଣସି ବ୍ୟକ୍ତିର ନାମର ଟିକଟ ବାହାରକରି ଆଣିବା — To bring out the ticket in the name of a person in a lottery