ନହେଲା ବାଗିର୍ Nahelā bāgir
- ପ୍ରାଦେ. (ସମ୍ବଲପୁର) କ୍ରି. ବିଣ. — ଅନାୟାସରେ; ଅବଲୀଳାକ୍ରମେ — Easily; without effort
- ପ୍ରାଦେ. (ସମ୍ବଲପୁର) କ୍ରି. ବିଣ. — ଅକାତରେ — Without caring for anything
- ପ୍ରାଦେ. (ସମ୍ବଲପୁର) କ୍ରି. ବିଣ. — ଅକୁଣ୍ଠିତଭାବରେ — Liberally; without hesitation
- ପ୍ରାଦେ. (ସମ୍ବଲପୁର) କ୍ରି. ବିଣ. — ଅସଙ୍କୁଚିତରୂପେ — Fearlessly; undauntedly
- ପ୍ରାଦେ. (ସମ୍ବଲପୁର) କ୍ରି. ବିଣ. — (ଯଥା—ସେ ଜଙ୍ଗଲରେ ନ ହେଲା ବାଗିର୍ ବୁଲୁଥାଇସି; ନହେଲାବାଗିର୍ ଯେନ୍ତେନ୍ଟା କହିଦେସି।)