ନହୁଣିଆ(ଆଁ) Nahuṇiā(āñ)
- ଦେ. ବିଣ. (ସଂ. ନବନୀତ) — ନବନୀତ ପରି କୋମଳ — Soft as butter
- ଦେ. ବିଣ. (ସଂ. ନବନୀତ) — ନୁହା ନୁହାଣିଆ ମାଟି, ବରଷାରେ ଯାଏ ଦଲ ଦଲେଇଲୋ, ଖରା କଲେ ଯାଏ ଫାଟି। ଘୁମୁରା ଗୀତ।
- ଦେ. ବିଣ. (ସଂ. ନବନୀତ) — ଲହୁଣୀ ମିଶ୍ରିତ — Mixed with butter
- ଦେ. ବି — ଯେ ଲହୁଣୀ ବିକ୍ରୟ କରେ — Butter seller
- ଦେ. ବି — ଏକ ପ୍ରକାର ଦେଶୀ ବ୍ୟାୟାମ — A sort of bodily exercise