ନସ୍ତ Nasta

  • ସଂ. ବି. ପୁଂ. (ନସ୍ ଧାତୁ=କୁଟିଳ ହେବା+ସଂଜ୍ଞାର୍ଥେ ତ) — ନାକ, ନାସିକା — Nose
  • ସଂ. ବି. ପୁଂ. (ନସ୍ ଧାତୁ=କୁଟିଳ ହେବା+ସଂଜ୍ଞାର୍ଥେ ତ) — ନସ୍ୟ — Sternutatory; snuff (Apte)