ନଷ୍ଟାଶ୍ୱ Nashṭāṡwa

  • ସଂ. ବିଣ. ପୁଂ.—(ନଷ୍ଟ+ଅଶ୍ୱ; ବହୁବ୍ରୀହି) — ଯାହାର ଘୋଡ଼ା ହଜି ଅଛି — Having lost one's horse