ନଷ୍ଟଙ୍କ ଗୁରୁ ଦୁଷ୍ଟଙ୍କ ଗୋସା(ସେ)ଇଁ Nashṭaṅka guru dushṭaṅka gosā(se)iñ
- (ପ୍ରୟୋଗ; ଏକାର୍ଥକ ସହଚର) — ଅତ୍ୟନ୍ତ ଦୁଷ୍ଟ ଓ ଦୁଶ୍ଚରିତ୍ର ବ୍ୟ୍ୟକ୍ତି — A very wicked and immoral person
- (ପ୍ରୟୋଗ; ଏକାର୍ଥକ ସହଚର) — [ଦ୍ର—ଏଥିର ସୂଚିତାର୍ଥ—ଯେ କେବଳ ନିଜେ ନଷ୍ଟ ନୁହେଁ କିନ୍ତୁ ଅନ୍ୟମାନଙ୍କୁ ତା ମାର୍ଗରେ ନିଏ ଓ ତାହାର ଧର୍ମବିଶିଷ୍ଟ ଗୁଡ଼ିଏ ଲୋକଙ୍କ ନେତା ଅଟେ।]