ନଷ୍ଟ ମତି Nashṭa mati

  • ସଂ. ବିଣ. (ନଷ୍ଟ+ମତି; ବହୁବ୍ରୀହି) — ଜ୍ଞାନଭ୍ରଷ୍ଟ — Deprived of understanding, intellect or wisdom
  • ସଂ. ବିଣ. (ନଷ୍ଟ+ମତି; ବହୁବ୍ରୀହି) — ଦୁର୍ବୁଦ୍ଧ — 1. Wicked; perverted
  • ସଂ. ବିଣ. (ନଷ୍ଟ+ମତି; ବହୁବ୍ରୀହି) — ନିର୍ବୁଦ୍ଧିଆ; ମୂଢ଼ — Foolish