ନଷ୍ଟ ପୁରୁଷ Nashṭa purusha

  • ସଂ. ବି.—(କର୍ମଧା; ନଷ୍ଟ+ପୁରୁଷ) — ଅକର୍ମଣ୍ୟ ବ୍ୟକ୍ତି; ନପୁଂସକ ବ୍ୟକ୍ତି — An impotent person
  • ସଂ. ବି.—(କର୍ମଧା; ନଷ୍ଟ+ପୁରୁଷ) — ଗୋପୀଙ୍କ ଭ୍ରଥା ହୋଇବେ ଯେତେକ; ସେହି ତ ଆମ୍ଭ ଅଂଶ ବୋଲି ଲେଖ, ସମସ୍ତେ ହୋଇବେ ନଷ୍ଟ ପୁରୁଷ ତୁମ୍ଭର ଆମ୍ଭର 'ଗୋ' ଚଳି ଯାଉ ଏବେ ଅଂଶ। ପ୍ରାଚୀ. ରହସ୍ୟମଞ୍ଜରୀ।