ନଷ୍ଟ ଚେତନ Nashṭa chetana

  • ସଂ. ବି. ଫୁ. (ନଷ୍ଟ+ଚେତନା; ବହୁବ୍ରୀହି) — ହତଚେତନ; ହତଜ୍ଞାନ; ଗତଚେତନ; ସଂଜ୍ଞାହୀନ — Unconscious; insensible
  • ସଂ. ବି. ଫୁ. (ନଷ୍ଟ+ଚେତନା; ବହୁବ୍ରୀହି) — ମୂର୍ଚ୍ଛିତ — Fainted