ନଳୁଆକେଳା Naḻuākeḻā

  • ଦେ. ବି — କେଳାମାନଙ୍କର ଶ୍ରେଣୀବିଶେଷ (ଏମାନେ ନଳଦ୍ୱାରା ପକ୍ଷୀ ଶିକାର କରନ୍ତି) — A class of Keḻās using the telescopic Naḻa for fowling
  • ଦେ. ବି — [ଦ୍ର—କେଳାମାନେ ଅନେକ ଶ୍ରେଣୀରେ ବିଭକ୍ତ; ଯଥା— 1 । ନଳୁଆ, 2 । ସାପୁଆ. 3 । ସବାଖିଆ, 4 । ମାଟିଆ. 5 । ମୁଣ୍ଡପୋତା।] — [ଦ୍ର—କେଳାମାନେ ଅନେକ ଶ୍ରେଣୀରେ ବିଭକ୍ତ; ଯଥା—1 ନଳୁଆ,2 ସାପୁଆ.3 ସବାଖିଆ,4 ମାଟିଆ.5 ମୁଣ୍ଡପୋତା]