ନଳୀ ଭଉଁରୀ Naḻī bhauñri

  • ଦେ. ବି. (ସହଚର; ବଣିଆ ଶବ୍ଦ) — କାନ ବା ନାକରେ ପିନ୍ଧିବା କେତେକ ଅଳଙ୍କାରରେ ପୋଲା ନଳୀ ପରି ଯେଉଁ ନାଡ଼ ଥାଏ (ତାହା ନଳୀ) ଓ ତାହା ଭିତରେ ଯେଉଁ ଖିଲ ଦିଆଯାଏ (ତାହା ଭଉଁରୀ) — The small tubular and screw-like pins attached to the middle of bracelets and anklets to make the two halves closed unto one another