ନଳିନୀ ରୁହ Naḻinī ruha

  • ସଂ. ବି. (ନଳିନୀ+ରୁହ ଧାତୁ= ଉଠିବା; ଉତ୍ପନ୍ନ ହେବା କର୍ତ୍ତୃ. ଅ) — ମୃଣାଳ; ପଦ୍ମର ନାଡ଼ — The stalk of lotus
  • ସଂ. ବି. (ନଳିନୀ+ରୁହ ଧାତୁ= ଉଠିବା; ଉତ୍ପନ୍ନ ହେବା କର୍ତ୍ତୃ. ଅ) — ବ୍ରହ୍ମା — Brahmā
  • ସଂ. ବି. (ନଳିନୀ+ରୁହ ଧାତୁ= ଉଠିବା; ଉତ୍ପନ୍ନ ହେବା କର୍ତ୍ତୃ. ଅ) — [ଦ୍ର—ପ୍ରଳୟାନ୍ତେ ବିଷ୍ଣୁଙ୍କ ନାଭି କମଳରୁ ଉଠିଥିବା ପଦ୍ମଫୁଲ ଉପରେ ଯେ ବସି କରି ସୃଷ୍ଟି ଆରମ୍ଭ କରନ୍ତି।]
  • ସଂ. ବି. (ନଳିନୀ+ରୁହ ଧାତୁ= ଉଠିବା; ଉତ୍ପନ୍ନ ହେବା କର୍ତ୍ତୃ. ଅ) — ପଦ୍ମ ନାଡ଼ର ତନ୍ତୁ — The fibres of a lotus (Apte)