ନଳିନଶୟ Naḻinaṡaya

  • ସଂ. ବି. (ନଳିନ=ପଦ୍ମ+ଶୀ ଧାତୁ=ଶୋଇବା+କର୍ତ୍ତୃ. ଅ; ଉପପଦ ସମାସ) — ବିଷ୍ଣୁ — Bishṇu
  • ସଂ. ବି. (ନଳିନ=ପଦ୍ମ+ଶୀ ଧାତୁ=ଶୋଇବା+କର୍ତ୍ତୃ. ଅ; ଉପପଦ ସମାସ) — [ଦ୍ର—ବିଷ୍ଣୁ ପ୍ରଳୟକାଳରେ ପଦ୍ମ ଉପରେ ଶୁଅନ୍ତି।]