ନଳିନ ନୟନ Naḻina nayana

  • ସଂ. ବିଣ. ପୁଂ. (ନଳିନ+ ନୟନ; ଉପମିତ ବହୁବ୍ରୀହି) — ପଦ୍ମଲୋଚନ; ଯାହାର ଚକ୍ଷୁ ପଦ୍ମ ପରି ସୁନ୍ଦର — Lotus-eyed; having eyes as graceful as the lotus