ନଳିଗୋଡ଼ ଘା Naḻigoṟḍ̠a ghā

  • ଦେ. ବି. — ମନୁଷ୍ୟର ନଳିଗୋଡ଼ରେ ହୋଇଥିବା କ୍ଷତ — A sore or ulcer on the fibula
  • ଦେ. ବି. — ଘର ଆଗ ମହାଜନ, ନଳିଗୋଡ଼ ଘା— ସଖି ଗୋ, ମନ୍ଦ ଏ। ଢ଼ଗ।
  • ଦେ. ବି. — [ଦ୍ର—ଏହି କ୍ଷତ ସହଜରେ ଭଲ ହୁଏନାହିଁ।]