ନଳା ପାଣି Naḻā pāṇi

  • ଦେ. ବି.—(ସଂ. ନଳା+ ପାନୀୟ) — ନଳାରେ ବହି ଯାଉ ଥିବା ବର୍ଷା ପାଣି ବା ମଇଲା ପାଣି — Water flowing through a gutter
  • ପ୍ରାଦେ. (ଗଡ଼ଜାତ) ବି. — ଦୁଧ; ଦୁଗ୍ଧ — Milk
  • ପ୍ରାଦେ. (ଗଡ଼ଜାତ) ବି. — [ଦ୍ର—ଗଡ଼ଜାତରେ ପାନୀୟ ଦୁଗ୍ଧକୁ 'ଦୁଧ' ନ କହି କ୍ଷୀର, ଓଖର ନିତ୍ୟାନି, ନଳାପାଣି ଓ ଧଳା ପାଣି କହନ୍ତି। ଗଡ଼ଜାତରେ ଦୁଧ କହିଲେ ସ୍ତ୍ରୀମାନଙ୍କ ସ୍ତନକୁ ବୁଝାଏ।]