ନଳପଟ୍ଟିକା Naḻapaṭṭikā

  • ସଂ. ବି. (ନଳ ପଟ୍ଟ= ଝୋଟ ବସ୍ତ୍ର+ସାଦୃଶ୍ୟାର୍ଥେ କ +ସ୍ତ୍ରୀ. ଅ) — ବେରୁଆଁ ହେଁସ; କାଠିମସିଣା; ନଳର ଚାଞ୍ଚ — A mat of reeds
  • ସଂ. ବି. (ନଳ ପଟ୍ଟ= ଝୋଟ ବସ୍ତ୍ର+ସାଦୃଶ୍ୟାର୍ଥେ କ +ସ୍ତ୍ରୀ. ଅ) — କାଣ୍ଡରର ତାଟି — A partition or frame- work made of reeds