ନଳ ଡାକିବା Naḻa ḍākibā

  • ଦେ. କ୍ରି — ନଳରେ ଭୂମି ମାପ କରୁଥିବା ବ୍ୟକ୍ତି ମାପି— ମାପିକା ଯାଉ ଯାଉ ଯେତେ ନଳ ମାପିଲା ତାହା ଉଚ୍ଚ ସ୍ୱରରେ କହିବା — To call aloud the number of Naḻas or measuring rod while engaged in measuring a land with the rod